Link Shortenerକୁ ୟୁଜ କରି ମାସକୁ କମାନ୍ତୁ 10k-15k || Easy Way to Make Money


ଆଜି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ଗୋଟେ ବଢିଆ ପ୍ଲାନ. ଯାହାକୁ ୟୁଜ କରିକି ଆପଣ ମାସକୁ ୧୦ହଜାରରୁ ୧୫ହଜାର ପର୍ଯ୍ୟନ୍ତ ରୋଜଗାର କରିପାରିବେ. ଏଥିପାଇଁ ଆପଣଙ୍କର ଗୋଟେ ୱେବ୍ସାଇଟ ରହିବ ଜରୂରୀ ନୁହେଁ. ଆପଣ ବିନା ୱେବ୍ସାଇଟରେ ମଧ୍ୟ income କରି ପାରିବେ.


ପ୍ଲାନ କଣ???

ପ୍ଲାନ ହେଉଛି ଆପଣ Link Shortner ସର୍ଭିସଗୁଡିକୁ ବ୍ୟବହାର କରି ମାସକୁ ଢେର-ସାରା ତାଙ୍କ ରୋଜଗାର କରି ପାରିବେ. ଆପଣ ଯଦି ଜଣେ Content Writer ଅଟନ୍ତି କିମ୍ବା Blogger ତେବେ ଆପଣ ଏହି Link Shortner ସର୍ଭିସଟି ଆପଣଙ୍କ ପାଇଁ ବହୁତ ଦରକାରୀ. ଆପଣଙ୍କୁ କେବଳ ଆପଣଙ୍କ ପୋଷ୍ଟଗୁଡିକୁ Link Shortner ରେ short କରିକି share କରିବାର ଅଛି. ବହୁତ ସାଦା ନା!!!

ଏବଂ ଯେଉଁମାନଙ୍କର ନିଜର ୱେବ୍ସାଇଟ ନାହିଁ, ସେମାନେ ଗୋଟେ ଟେକନିକ ବ୍ୟବହାର କରି ପାରିବେ. ଆପଣମାନେ ନିହାତି Whatsapp ରେ  ହେଉ କିମ୍ବା Facebook ରେ ହେଉ କିଛି ନା କିଛି ଲିଙ୍କ share କରୁଥିବେ. ତେବେ share କରିବା ପୂର୍ବରୁ just ଏହି Link Shortner ସର୍ଭିସଗୁଡିକୁ ୟୁଜ କରନ୍ତୁ, ଦେଖିବେ ନିହାତି ଆପଣ ଇନକମ କରି ପାରିବେ.


High Paying Link Shortener Sites

1. Shorte.st

ଏହି ୱେବ୍ସାଇଟଟି ସବୁଠାରୁ ପପୁଲାର ଏବଂ ବେଷ୍ଟ ଅଟେ. ସମସ୍ତ Link Shortner ୱେବ୍ସାଇଟଗୁଡିକ ମଧ୍ୟରୁ ମୋତେ ଏହି ୱେବ୍ସାଇଟର interface ଭଲ ଲାଗେ.

ୱେବ୍ସାଇଟଟି country wise ସମସ୍ତଙ୍କୁ pay rate ଅନୁସାରେ pay କରେ. ମନେ ରଖନ୍ତୁ ଯେତେ ଡେଭେଲପ country ସେହି ଅନୁସାରେ ପେମେଣ୍ଟ rate ମଧ୍ୟ ବେଶୀ. USA ରୁ ଯଦି traffic ଆସେ ତୋ ଆପଣଙ୍କୁ ୧୦୦୦ views ରେ $10  ପର୍ଯ୍ୟନ୍ତ ବି ମିଳିବ. ହେଲେ ଆପଣଙ୍କ traffic ଯଦି ଇଣ୍ଡିଆ କିମ୍ବା ତା ପାଖାପାଖି countries ରୁ ଆସେ ତାହେଲେ ଆପଣ ପ୍ରାୟ $1.59 /1000 views ପାଇବେ.

ପେମେଣ୍ଟ ପାଇବା ପାଇଁ ଆପଣ Paypal କିମ୍ବା Payoneer account ବ୍ୟବହାର କରି ପାରିବେ. Paypal ମାଧ୍ୟମରେ ପେମେଣ୍ଟ receive କରିବା ପାଇଁ ଆପଣଙ୍କ Shorte.st account ରେ minimum ବାଲାନ୍ସ $5 ହେବ ଦରକାର.  

2. Adf.ly

ହେଇପାରେ ଆପଣଙ୍କ ମଧ୍ୟରୁ ଅଧିକାଂଶ ଲୋକ ଏହାର ନାଁ ଶୁଣିଥିବେ. ଏହା ବହୁତ trusted ୱେବ୍ସାଇଟ ଅଟେ. Adf.ly ରେ ମଧ୍ୟ ଆପଣ Paypal /Payoneer କୁ ବ୍ୟବହାର କରି ପାରିବେ ପେମେଣ୍ଟ receive କରିବା ପାଇଁ.

Minimum Payout ହେଉଛି $5.

3. LinkShrink

ଆଉ ଗୋଟେ ସବୁଠାରୁ ଭଲ ୱେବ୍ସାଇଟ ହେଉଛି LinkShrink. ଏହି ୱେବ୍ସାଇଟଟି ପେମେଣ୍ଟ $0.86 /1000 views ହିସାବରେ ଦିଏ. ଆପଣଙ୍କ account ରେ $5 ହେଇ ଗଲେ ଆପଣ ନିଜର Paypal/Payoneer ମାଧ୍ୟମରେ withdraw କରି ପାରିବେ.

ଏହାର Referral Program join କରିକି ମଧ୍ୟ ଆପଣ ୨୦% ପର୍ଯ୍ୟନ୍ତ comission ପାଇଁ ପାରିବେ.


Post a Comment

0 Comments