କେମିତି କରିବେ Link Shortener ୱେବ୍ସାଇଟରେ କାମ || ଘରେ ବସି କିଛି extra ଟଙ୍କା କରନ୍ତୁ ରୋଜଗାର

Link Shortening ୱେବ୍ସାଇଟରେ କାମ କରିବା ବହୁତ ହି ସହଜ. ଆଜି ମୁଁ ଆପଣମାନଙ୍କୁ ପୁରା step by step ବୁଝେଇବି. Just ଶିଖିବା ପାଇଁ ନିଜର  ୧୦ ମିନିଟ ସମୟ ଦିଅନ୍ତୁ.

କାହିଁକି use କରିବେ ଏହି Link Shortener ୱେବ୍ସାଇଟ???

ନିଜେ ଭାବନ୍ତୁ ଆପଣ ନିଜେ ପ୍ରତିଦିନ Whatsapp ଆଉ Facebook ରେ କେତେଗୁଡିଏ ଲିଙ୍କ ସେୟାର କରି ଦେଉଥିବେ ହିସାବ ନାହିଁ. ଅନ୍ୟମାନେ ଆପଣମାନଙ୍କୁ ସେୟାର କରନ୍ତି ଆଉ ଆପଣ ଅନ୍ୟ ୧୦ ଜଣଙ୍କୁ. ହେଲେ ଏଥିରୁ ଆପଣଙ୍କୁ କିଛି ଲାଭ ମିଳୁଛିକି. କିଛି ଲାଭ ନାହିଁ ??? ତା ବଦଳରେ ଆପଣ ଯଦି ସେହି ଲିଙ୍କଗୁଡିକୁ ଏହି ୱେବ୍ସାଇଟରେ shorten କରିକି ସେୟାର କରନ୍ତି ତାହେଲେ ଆପଣଙ୍କର ଲାଭ ହିଁ ଲାଭ. ଯଦି କେହି ଏହି ଲିଙ୍କଗୁଡିକୁ ଓପେନ କରେ ଆଗେ Ad ଦେଖେଇବ ତା ପରେ ଆପଣଙ୍କର main କଣ୍ଟେଣ୍ଟ. ଏହି Ad ପାଇଁ ହିଁ ଆପଣଙ୍କୁ ପଇସା ମିଳେ.


Example:

ଧରାଯାଉ ଆପଣ Shorte.st website ରେ କାମ କରିବା ପାଇଁ ଚାହୁଁଛନ୍ତି (*ଏହି ୱେବ୍ସାଇଟକୁ ଛାଡିକି ଅନ୍ୟ ୱେବ୍ସାଇଟ ମଧ୍ୟ ବ୍ୟବହାର କରି ପାରିବେ e.g. Adf.ly, LinkShrink.net). ତେବେ ତଳେ ଯାହା ଟିପ୍ସ ମୁଁ ଲେଖିଛି ତାହା ଆପଣ ଭଲ ସେ ପଢନ୍ତୁ. 

Account କେମିତି Create କରିବେ???

Step:1

ପ୍ରଥମେ ତଳେ ଦିଅ ଯାଇଥିବା Banner ଉପରେ କ୍ଲିକ କରନ୍ତୁ. ଦେଖିବେ କ୍ଲିକ କଲା ପରେ ଆପଣଙ୍କ browser ରେ ଅନ୍ୟ ଏକ page ଓପେନ ହେଇ ଯିବ. 
#ref-menu

Step:2

ଏବେ ଆପଣଙ୍କ ସାମ୍ନାରେ ୱେବ୍ସାଇଟଟି ଖୋଲି ଯାଇଛି. Right Side ରେ ଆପଣ JOIN ର ବୋଟୋନକୁ ଦେଖି ପାରୁଥିବେ ଯାହାକୁ ମୁଁ ଲାଲ ରଙ୍ଗରେ ହାଇଲାଇଟ କରିଦେଇଛି. ସେହି JOIN ବୋଟୋନ କୁ କ୍ଲିକ କରନ୍ତୁ.

make-money-from-shorte.st-just-by-share-your-links
img src="youniktech.com"



Step:3

ଏବେ ନିଜର email ID ଓ password ଦିଅନ୍ତୁ ଏବଂ Captcha solve କରିକି Register ବୋଟୋନ କୁ କ୍ଲିକ କରନ୍ତୁ.



Step:4

ଏବେ Register Successful ହେଇଗଲା. ଏବେ ଆପଣଙ୍କୁ just gmail ରେ ଯାଇକି Shorte.st ତରଫୁ ଆସିଥିବା e-mail କୁ verify କରିବାର ଅଛି. ଯଦି ଆପଣଙ୍କୁ Inbox ଫୋଲଡରରେ ମିଳୁ ନାହିଁ ତେବେ Spam ଫୋଲଡରକୁ ନିହାତି ଚେକ କରନ୍ତୁ. ଏବେ ସେହି ମେଲକୁ ଓପେନ କରି "CLICK HERE " ଉପରେ କ୍ଲିକ କରନ୍ତୁ କିମ୍ବା ତଳେ ଥିବା ଲିଙ୍କ ଉପରେ ବି କ୍ଲିକ କରି ପାରିବେ. 



Step:5

ଏବେ ଆପଣଙ୍କର account verify ହେଇଗଲା. ଆପଣ ଏବେ ଏହି ୱେବ୍ସାଇଟରେ କାମ କରି ପାରିବେ.





କେମିତି କରିବେ ଲିଙ୍କଗୁଡିକୁ Shorten???

~ଏବେ Shorte.st ରେ ନିଜର email ID ଓ password ଏଣ୍ଟର କରିକି log in ହେଇଯାନ୍ତୁ.

~ସାମ୍ନାରେ ହିଁ ଆପଣଙ୍କୁ "Shorten URL and get paid" ଲେଖା ଥିବା space ଆପଣଙ୍କୁ ଦେଖାଯିବ. ବାସ ସେହି space ରେ ଆପଣଙ୍କୁ ଆପଣଙ୍କର ଲିଙ୍କ enter କରିବାର ଅଛି.




~ଏବେ ଦେଖିବେ ଲିଙ୍କଟି Shorten ହେଇ ଯାଇଛି. ବର୍ତମାନ ଲିଙ୍କଟିକୁ କପି କରିକି ଆପଣଙ୍କ family, friends ଓ friends of friends ସହ ସେୟାର କରନ୍ତୁ. ସେମାନଙ୍କୁ ସେୟାର କରିବା ପାଇଁ କୁହନ୍ତୁ. ଦେଖିବେ ଆପଣଙ୍କ ଇନକମ ନିହାତି ହେବ.

#ଅନ୍ୟ ଲିଙ୍କ shortener ୱେବ୍ସାଇଟରେ Account ଖୋଲିବା ପାଇଁ ବି same proccess.

@Adf.ly ରେ ନିଜ Account ଖୋଲିବା ପାଇଁ କ୍ଲିକ କରନ୍ତୁ
@LinkShrink.net ରେ ନିଜ Account ଖୋଲିବା ପାଇଁ କ୍ଲିକ କରନ୍ତୁ

Also Read: କେମିତି କରିବେ Shorte.st ରୁ ପେମେଂଟ withdraw ???

Post a Comment

0 Comments