ମୋବାଇଲରୁ ଡିଲିଟ ହେଇଥିବା ଫୋଟୋଗୁଡିକୁ ପୁଣି recover କରନ୍ତୁ ଏହି ସିମ୍ପଲ ଟ୍ରିକ୍ସ ଦ୍ୱାରା || How To Recover Deleted Photos in Odia

How to recover deleted photos from smartphones, tips and tricks

ଧରାଯାଉ ଆପଣ କୁଆଡେ ଦୂର ଜାଗାକୁ ବୁଲିବାକୁ ଯାଇଥିଲେ. ମୋବାଇଲ ତୋ ନିହାତି ସାଥିରେ ନେଇ ଥିବେ ଓ ତା ସହ କେତେ ଯେ ଭଲ-ଭଲ ଫୋଟୋ ଉଠେଇଥିବେ no doubt. ହେଲେ ସେଠୁ ଫେରିବା ପରେ ଯଦି by chance ଯଦି କିଏ ସେହି ଫୋଟୋଗୁଡିକୁ delete କରି ଦେଇଥାଏ କିମ୍ବା ଆପଣ ହିଁ ଭୁଲବଶତଃ delete କରି ଦେଇଛନ୍ତି ତ କଣ କରିବେ??

ଯଦି ଆପଣଙ୍କ ପାଖରେ ଏହି ସମସ୍ୟାର ଉପାୟ ନାହିଁ ତେବେ ଚିନ୍ତା କରନ୍ତୁ ନାହିଁ. ମୁଁ ଆଜି ଆପଣଙ୍କ ଏହି ସମସ୍ୟାର ସମାଧାନ ନେଇକି ଆସିଛି. ଆସନ୍ତୁ ଦେଖିବା.

# ପ୍ରଥମେ "Android Data Recovery"କୁ ଡାଉନଲୋଡ଼ କରନ୍ତୁ. ଏହି ଆପ୍ସଟି ଦୁହେଁ Windows ଓ Mac ପାଇଁ ଉପଲବ୍ଧ.

# ନିଜ PC ରେ ଏପଟିକୁ install କରନ୍ତୁ. install ହେବା ସମୟରେ ସମସ୍ତ options ଉପରେ କ୍ଲିକ କରିବା ଭୁଲିବେନି. ଏବେ ଆପଣଙ୍କୁ just  ଆପଣଙ୍କ ଡିଭାଇସଟିକୁ data cable ମାଧ୍ୟମରେ PC ସହ connect କରିବାର  ଅଛି.

# ଆପଣଙ୍କୁ ଆପଣଙ୍କ Android ଫୋନରେ USB Debagging Mode କୁ ଅନୁମତି ଦେବାର ଅଛି. ଏବେ ଆପଣଙ୍କର device sucessfully connect ହେଇ ଯାଇଛି. 

# ଦେଖିବେ ଯେତିକି ସବୁ file delete ହେଇଥିଲା ସେ ଭିତରୁ ଯେଉଁଗୁଡିକୁ recover କରା ଯାଇପାରିବ, ସେଗୁଡିକ screen ରେ ଦେଖାଯିବ. ଆପଣଙ୍କ ସାମ୍ନାରେ ବହୁତଗୁଡିଏ option ବାହାରିବ କିନ୍ତୁ ଆପଣଙ୍କୁ ସବୁଗୁଡିକୁ deselect କରି "Gallery"କୁ select କରନ୍ତୁ. ତାପରେ "next" ବୋଟୋନକୁ କ୍ଲିକ କରନ୍ତୁ. 


# ଏବେ ଆପଣଙ୍କ ସାମ୍ନାରେ ଦୁଇଟି option ଦେଖାଯିବ- Standard Mode ଓ Advance Mode. ଆପଣ Standard Modeକୁ select କରନ୍ତୁ ଓ warning messageକୁ accept କରନ୍ତୁ. ତାପରେ "next" ବୋଟୋନରେ କ୍ଲିକ କରନ୍ତୁ.


# ବର୍ତମାନ scanning ପ୍ରକ୍ରିୟା ଆରମ୍ଭ ହେଇଯିବ. ଏହା ପୁରା ହେବା ପାଇଁ କିଛି ସମୟ ଲାଗିବ ଅପେକ୍ଷା କରନ୍ତୁ. ଏହି ପ୍ରକ୍ରିୟା ପୁରା ହେବା ପର୍ଯ୍ୟନ୍ତ ଆପଣଙ୍କୁ device ଟିକୁ PC ସହ connected ରଖିବେ. 


# scanning ପ୍ରକ୍ରିୟା ପୁରା ହେଲା ପରେ ଆପଣ ନିଜ ଗ୍ଲଲେରୀ ରେ ସବୁ ଫୋଟୋଗୁଡିକୁ ଦେଖି ପାଇବେ. ଏବେ "menu"ର ବାଁ side "gallery"ରେ କ୍ଲିକ କରନ୍ତୁ. ଏବେ ଫୋଟୋଗୁଡିକ select କରନ୍ତୁ ଓ "Recover" ବୋଟୋନକୁ କ୍ଲିକ କରନ୍ତୁ. ବାସ କାମ ଖତମ. ଏବେ ପୁଣିଥରେ ସେହି ଫୋଟୋଗୁଡିକ ଫେରି ଆସିଥିବ..


Post a Comment

0 Comments