ପାଞ୍ଚ ଭାରତୀୟ ବ୍ଲଗର ଯେଉଁମାନଙ୍କର ମାସିକ ଆୟ $୫୦,୦୦୦ ରୁ ଅଧିକ || 5 Indian Blogger earns more than $50,000 monthly


#####ପାଞ୍ଚ ଭାରତୀୟ ବ୍ଲଗର ଯେଉଁମାନଙ୍କର ମାସିକ ଆୟ $୫୦,୦୦୦ ରୁ ଅଧିକ || 5 Indian Blogger earns more than $50,000 monthly #####


ମୁଁ ଆଜି ଆପଣଙ୍କ ପାଇଁ ଗୋଟେ ଖାସ ଗିଫ୍ଟ ଆଣିକି ଆସିଛି, ତାହା ହେଉଛି ପ୍ରେରଣା (motivation). ତେବେ ଆସନ୍ତୁ ତାହାକୁ unboxing କରିବା.

ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଜଣ ନିହାତି ଗୋଟେ ଲକ୍ଷ୍ୟ ରଖିଥିବେ ବେଶୀ ପାଠ ପଢିକି ବଡ ଚାକିରିଟିଏ କରିବେ, ଯାହାଦ୍ୱାରା ଆପଣ ଖୁଶିରେ ଚଳି ପାରିବେ ଆଉ ବେଶୀ ପଇସା ବି ମିଳିବ. ହେଲେ ଥରେ ଭାବିକି ଦେଖନ୍ତୁ ଏବେକା ଯୁଗରେ ଚାକିରୀ ମିଳିବା ବି ଏତେ ସହଜ କଥା ନୁହେଁ. ଯଦି ବି ଚାକିରୀ ମିଳିଗଲା ତେବେ ସବୁଦିନ ସକାଳ ୯'ରେ ଅଫିସ ଯାନ୍ତୁ ଆଉ ୫'ରେ ଘରକୁ ଫେରନ୍ତୁ. ପଇସା ତ ଆପଣଙ୍କୁ ମିଳିବ ହେଲେ ଲାଇଫକୁ enjoy କରିବା ପାଇଁ ଟାଇମ ମିଳିବ ନାହିଁ.

ଚାକିରୀ ନ କରିକି ମଧ୍ୟ ବେଶୀ ପଇସା ଇନକମ କରି ହେବ ଏକଥା ବି ବହୁତ ଲୋକ ଉଦାହରଣ ସାଜି ସାରିଛନ୍ତି. ତେବେ ଆମେ ଯଦି blogging କ୍ଷେତ୍ରରେ ଦେଖିବା ଆମ ଭାରତରେ ଏମିତି ଲୋକ ବି ଅଛନ୍ତି ଯେଉଁମାନେ blogging ରୁ ହିଁ ମାସକୁ ୨୦-୩୦ ଲକ୍ଷ ପର୍ଯ୍ୟନ୍ତ  ଇନକମ କରୁଛନ୍ତି.

ଆସନ୍ତୁ ଦେଖିବା ସେମାନେ କିଏ-କିଏ:

1. Faisal Farooqui-

ସ୍ଥାନ- ଆମେରିକା ଓ ଭାରତ
ମାସକୁ ଇନକମ- $୮୦,୦୦୦ (ପ୍ରାୟ ୫୪,୫୭,୬୦୦ ଟଙ୍କା)
ୱେବ୍ସାଇଟ- mouthshut.com

2. Amit Agrawal-

ସ୍ଥାନ- ନୂଆ ଦିଲ୍ଲୀ
ମାସକୁ ଇନକମ- $୬୦,୦୦୦ (ପ୍ରାୟ ୪୦,୯୩,୨୦୦ ଟଙ୍କା)
ୱେବ୍ସାଇଟ- labnol.org

3. Harsh Agrawal-

ସ୍ଥାନ- ନୂଆ ଦିଲ୍ଲୀ
ମାସକୁ ଇନକମ- $୩୪,୩୩୯ (ପ୍ରାୟ ୨୩,୪୨,୬୦୬ ଟଙ୍କା)
ୱେବ୍ସାଇଟ- shoutmeloud.com

4. Shradha Sharma-

ସ୍ଥାନ- ପାଟଣା, ବିହାର
ମାସକୁ ଇନକମ- $୩୦,୩୩୯ (ପ୍ରାୟ ୨୦,୪୬,୬୦୦ ଟଙ୍କା)
ୱେବ୍ସାଇଟ- yourstory.com

5. Varun Krishnan-

ସ୍ଥାନ- ଚେନ୍ନାଇ
ମାସକୁ ଇନକମ- $୨୦,୦୦୦ (ପ୍ରାୟ ୧୩,୬୪,୪୦୦ ଟଙ୍କା)
ୱେବ୍ସାଇଟ-fonearena.com


ତେବେ ଆପଣଙ୍କର ବି ଯଦି ଲେଖା-ଲେଖିରେ ଇଂଟରେଷ୍ଟ ଅଛି ତେବେ ଆଜି ହିଁ blogging ଆରମ୍ଭ କରି ଦିଅନ୍ତୁ. ଦେଖିବେ ଆପଣଙ୍କୁ ବି success ନିହାତି ମିଳିବ.

Post a Comment

0 Comments