ଆପଣଙ୍କର ଫୋନ ବେଶୀ ଗରମ ହେଉଛି କି??? ତେବେ ଆପଣାନ୍ତୁ ଏହି ଉପାୟ || Save Your Smartphones from Overheating

Are you facing overheating problem on your smartphones. Don't worry I have the solution of your problem @youniktech.com
img src="YOUNIKTECH.COM"

ଆଜିକାଲିର ସ୍ମାର୍ଟଫୋନରେ overheating ଦେଖାଯିବ ଗୋଟେ ବଡ ସମସ୍ୟା ପାଲଟି ଯାଇଛି. ସ୍ମାର୍ଟଫୋନ overheating ହେବା ଫଳରେ ପୁରା-ପୁରି ଖରାପ ହେବାର ବି ବହୁତ ଚାନ୍ସ ଅଛି. ତେବେ ଆପଣଙ୍କ ଫୋନ ଖରାପ ହେବା ପୂର୍ବରୁ ଆପଣ ଯଦି ଏହି ଟ୍ରିକ୍ସଗୁଡିକୁ ଆପଣାନ୍ତି ତେବେ ବହୁତ ଚାନ୍ସ ରହୁଛି କି ଶୀଘ୍ର ଖରାପ ହେବ ନାହିଁ.

ତେବେ ଆସନ୍ତୁ ଜାଣିବା ସେହି ଟ୍ରିକ୍ସଗୁଡିକୁ-

୧. ଆପଣଙ୍କ ସ୍ମାର୍ଟଫୋନରେ ଯଦି ସବୁବେଳେ ଡାଟା on ରହୁଛି ତା ସହ ଲୋକେସନ, ୱାଇ-ଫାଇ, bluetooth ଭଳି features ଗୁଡିକ on ରହୁଛି, ତେବେ ସେଗୁଡିକ off କରି ଦିଅନ୍ତୁ. ଏଗୁଡିକ ଅଧିକ ସମୟ on ରଖିଲେ battery ଗରମ ଓ ଖରାପ ହେବାର ବହୁତ ଚାନ୍ସ ଅଛି.

୨. RAM କମ ଥିବା ସ୍ମାର୍ଟଫୋନଗୁଡିକରେ multi-tasking କରନ୍ତୁ ନାହିଁ ମାନେ ଏକାଥରେ ବହୁତଗୁଡିଏ ଆପ୍ସକୁ ଚଲାନ୍ତୁ ନାହିଁ. Multi-tasking କରିବା ଦ୍ୱାରା ସ୍ମାର୍ଟଫୋନ ଉପରେ ମଧ୍ୟ ଖରାପ ପ୍ରଭାବ ପଡେ. ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ବେଶୀ RAM ଥିବା ମୋବାଇଲ ବ୍ୟବହାର କରି ପାରିବେ. 


୩. କେବେବି କମ୍ପାନୀ ଦେଇଥିବା ଚାର୍ଜର ଛାଡି ଅନ୍ୟ ଚାର୍ଜରରେ ଚାର୍ଜ କରନ୍ତୁ ନାହିଁ. *ଧ୍ୟାନ ରଖନ୍ତୁ duplicate ଚାର୍ଜରରେ ଯଦି ଚାର୍ଜ କରୁଛନ୍ତି ତେବେ କିଛି ଦିନ ଭିତରେ ଆପଣଙ୍କ ସ୍ମାର୍ଟଫୋନର battery ଖରାପ ହେଇ ଯିବ.

୪. ସ୍ମାର୍ଟଫୋନରେ overheating ଦେଖାଯିବା ପ୍ରୋସେସର ଉପରେ ମଧ୍ୟ ନିର୍ଭର କରେ. ତେଣୁ ଯେତେବେଳେ ବି ସଫ୍ଟୱେର ଅପଡେଟ ଆସୁଛି ଅପଡେଟ କରେଇ ନିଅନ୍ତୁ. 

Post a Comment

0 Comments